୧୫ ବର୍ଷରେ କମିଶନରେଟ ପୋଲିସ : କରୋନା ପାଇଁ ନିରାଡାମ୍ବରରେ ପାଳିବ ଜନ୍ମଦିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ୍ ପୋଲିସ୍ ବ୍ୟବସ୍ଥା ୨୦୦୮ ଜାନୁଆରୀ ୧ରେ ଟୁଇନ୍ ସିଟିରେ ଲାଗୁ ହୋଇଥିଲା । କଟକ ଓ ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପାଇଁ ଆରମ୍ଭ ହୋଇଥିବା ବ୍ୟବସ୍ଥା ୨୦୨୧ ଜାନୁଆରୀରେ ୧ ରେ ୧୪ ବର୍ଷ ପୂରି ଏବେ ୧୫ ବର୍ଷରେ ପାଦ ଥାପିବ । କରୋନା ପାଇଁ…