ଖସିଲା ପାଗଳାମି, ସୋସିଆଲ ମେଡିଆରେ କମେଡି କିଙ୍ଗ ପପୁଙ୍କ କ୍ଷମା ପ୍ରାର୍ଥନା, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତାରାତି ଷ୍ଟାର ପାଲଟି ଥିବା ରାନୁ ମଣ୍ଡଳଙ୍କୁ ନକଲ କରି କମେଡି କିଙ୍ଗ ପପୁ ପମପମ ସିସିଆଲ ମିଡିଆରେ ଛାଡିବା ପରେ ସମସ୍ତେ ଏହାର ନିନ୍ଦା କରିବା ସହ ପପୁଙ୍କ ମୁଣ୍ଡ ଠିକ ନାହିଁ ବୋଲି ଚର୍ଚ୍ଚା କରୁଥଲେ । ସେହିପରି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ…