ଆଜିଠାରୁ ଲାଗୁହେଲା ଆଚରଣ ବିଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାରା ଦେଶରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିବା ଘୋଷଣା କରିଛନ୍ତି ।
ଏହି ସାମ୍ବାଦିକ ସମ୍ବିଳନୀ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିଲା । ମୁଖ୍ୟ ନିର୍ବାଚନ…