କାହିଁକି ହିନ୍ଦୁ ଧର୍ମରେ ନାରୀ ମାନେ ନଡ଼ିଆ ଭାଙ୍ଗିବା ମନା,ଜାଣନ୍ତୁ ଏହା ପଛର କାରଣ
* ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ଭଗବାନ ବିଷ୍ନୁ ପୃଥିବୀ ରେ ଅବତାର ନେଇଥିଲେ ସେତେବେଳେ ସେ ନିଜ ସହିତ ୩ଟି ଜିନିଷ ଆଣିଥିଲେ l ଲକ୍ଷ୍ମୀ, ନଡ଼ିଆ ଗଛ ଓ କାମଧେନୁ, ଏହି ୩ଟି ଜିନିଷ ମଣିଷ ପାଇଁ ବରଦାନ ଅଟେ l ଏହି କାରଣରୁ ନଡ଼ିଆ ଗଛକୁ କଳ୍ପ ବୃକ୍ଷ କୁହାଯାଏ l
* ନଡ଼ିଆରେ ୩…