Browsing Tag

CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ ଏବଂ ଓଡିଶା…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ…

ଲୋକେ ହିଁ ଆମର ପ୍ରଭୁ, ସାଢେ 4କୋଟି ଓଡିଶାବାସୀଙ୍କୁ ନେଇ ମୋ ପରିବାର : ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଲୋକେ ହିଁ ଆମର ପ୍ରଭୁ। ସାଢେ 4କୋଟି ଓଡିଶାବାସୀ ମୋ ପରିବାର। ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା, ବିଶ୍ଵାସ ରହିଛି। ସାଧାରଣ ଲୋକଙ୍କ ଇଛା, ବିଶ୍ଵାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକସେବା ଭବନରେ ଆଇଏଏସ୍ ସମ୍ମିଳନୀରେ ଅଧ୍ୟକ୍ଷତା…

ରାଜ୍ୟ ସରକାର କୁ ସିଧାସଳଖ ଆକ୍ରମଣ ନକରି ମାପିଚୁପି ଭାଷଣ ଦେଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪ ହଜାର ୫ଶହ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରି ଅପରାହ୍ନରେ ଫେରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ…

ମୋଦିଙ୍କ ଓଡିଶା ଗ୍ରସ୍ତ ପୂର୍ବରୁ ନବୀନଙ୍କ ମାଷ୍ଟର ଷ୍ଟୋକ, ‘ କାଳିଆ ‘ ଯୋଜନାରେ ଖୁସି କଲେ ଚାଷୀଙ୍କୁ,…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀଙ୍କୁ ଖୁସି କଲେ ନବୀନ । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୪ ତାରିଖରେ ୧୪,୫୨୩ କୋଟି ପ୍ୟାକେଜ ଧରି ଓଡିଶା ଗସ୍ତରେ ଆସୁଛନ୍ତି । ତା ପୂର୍ବରୁ ଚାଷୀଙ୍କ ପାଇଁ 'କାଳିଆ' ଯୋଜନା ନବୀନଙ୍କ ମାଷ୍ଟର ଷ୍ଟୋକ । ଆଜି ସଚିବାଳୟରେ ବସିଥିବା କ୍ୟାବିନେଟ ବୈଠକରେ…

ବିଳମ୍ବ ରେ ପହଞ୍ଚିବାରୁ ସର୍ଵ ସମ୍ମୁଖରେ କ୍ଷମାପ୍ରାର୍ଥନା କରି ପ୍ରବାସୀ ଓଡ଼ିଆଙ୍କ ମନଜିଣିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରଟର ଓଡିଶା ମହୋତ୍ସବରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ଦେଇ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ସହ କଲଚରାଲ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି…

ମୋଦିଙ୍କ ଗଡରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବେ ନବୀନ, ଗୁରୁଦାୟିତ୍ୱ ରେ ପ୍ରଣବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦିନିକିଆ ସୁରଟ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁରଟରୁ ସିଧା…

ଚାଷୀଙ୍କୁ ଅଣଦେଖା କରି ହାରିଲା ବିଜେପି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଘୋଷିତ ୫ଟି ରାଜ୍ୟର ନିର୍ବାଚନି ଫଳକୁ ନେଇ ନିସ୍ତବ୍ଧ ହୋଇଯାଇଛି ବିଜେପି କାର୍ଯ୍ୟାଳୟ । ସବୁବେଳେ ମୋଦିଙ୍କ ବଡୀମା ଦେଖାଉଥିବା ବିଜେପି ଆଜି ଚୁପ । ଏହି ଚୁପକୀ ର ଫାଇଦା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ' ଯେଉଁ ତିନୋଟି…

ଲୋକାଯୁକ୍ତ ପାଇଁ ସିଲେକ୍ଟ କମିଟି ଗଠନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକାଯୁକ୍ତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ସିଲେକ୍ଟ କମିଟି ଦ୍ୱାରା ଏକ ୭ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇଛି । ଏହି ୭ଜଣିଆ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ଜଷ୍ଟିସ ଅମିତାଭ ରାୟ ଙ୍କୁ ନିଆଯାଇଥିବା ବେଳେ ସଦସ୍ୟ ଭାବରେ ଗୋପାଳ ନନ୍ଦ,…