ଭାଇରଲ ହେଉଛି ନବୀନଙ୍କ ଯୋଗ ଭିଡ଼ିଓ, ଦେଖନ୍ତୁ ଭିଡ଼ିଓ
https://youtu.be/nDgkakTHHGc
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଓ ଚାଲିପାରୁନଥିବା ଖବର ପ୍ରଚାର ଚାଲିଥିବା ସମୟରେ ବିଜେଡ଼ି ତରଫରୁ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡ଼ିଓ ରିଲିଜ ହୋଇଛି । ଯେଉଁ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ଯୋଗ ଓ ସାଧାରଣ…