ଖେଳାଳିଙ୍କ ମନୋବଳ ବଢାଇବାକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଲେ କଳିଙ୍ଗ ଷ୍ଟାଡିଆମରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୮ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକପ ହକିର ଆଜି ହେଉଛି ଶେଷ ସନ୍ଧ୍ୟା । କେଉଁ ଟିମ ବିଶ୍ୱକପ ବିଜେତା ହେବ ତାଉପରେ ସମସ୍ତଙ୍କ ଦୃଷ୍ଟି । ଫାଇନାଲ ରେ ସାମ୍ନାସାମ୍ନି ହେବାକୁ ଥିବା ବେଲଜିୟମ ଓ ନେଦରଲାଣ୍ଡ ଦଳର ଖେଳାଳିଙ୍କ ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି । ଆଉ…