Browsing Tag

CHSE

+୨ ମୂଲ୍ୟାୟନ :ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ରୁ ଆରମ୍ଭ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): +୨ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ଅଧ୍ୟାପକଙ୍କ ଅନୁପସ୍ଥିତି ଯୋଗୁଁ ମୂଲ୍ୟାୟନ ପ୍ରଭାବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଘରୋଇ ମୂଲ୍ୟାୟନ ସଂସ୍ଥାର ଅବହେଳା ପରିଷଦର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଚଳିତ ମାସ ୨ ତାରିଖରୁ ଯୁକ୍ତ…

ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ ହେଉଛି । ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍ଲାଇନ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍ଲାଇନ ଯୋଗେ ମୂଲ୍ୟାୟନ ହେବ। ଜୁନ ୨ ରୁ ଜୁନ ୧୨ ପ୍ରଥମ ପର୍ଯ୍ୟାୟ ଏବଂ ଜୁନ ୧୩ ରୁ ଜୁନ ୨୨ ଦ୍ୱିତୀୟ ପର୍ଯ୍ୟାୟରେ ଯାଏ ଖାତା…

ଜୁନ୍ ୨ରୁ ଆରମ୍ଭ ହେବ +୨ ପରୀକ୍ଷା ମୁଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ୍ ୨ରୁ ଆରମ୍ଭ ହେବ +୨ ପରୀକ୍ଷା ମୁଲ୍ୟାୟନ ପ୍ରକ୍ରିୟା । ଦୁଇଟି ପର୍ଯ୍ୟାୟରେ ଏହି ମୁଲ୍ୟାୟନ ହେବାକୁ ଥିବା ବେଳେ ୬୪ କେନ୍ଦ୍ରରେ ଅଫଲାଇନ୍ ଓ ୩୭ ଟି କେନ୍ଦ୍ରରେ ଅନଲାଇନ୍ ମୁଲ୍ୟାୟନ ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ…

ଆସନ୍ତା ୩୧ ତାରିଖର ଯୁକ୍ତ ୨ ପରୀକ୍ଷା ଘୁଞ୍ଚଲା

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖରେ ଶେଷ ହେବାର ଥିଲା । ତେବେ ୩୧ରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)…

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୨୨-୨୩ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଗତ ୧୧ରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଆସନ୍ତା ୨୨ରୁ ମୂଲ୍ୟାଙ୍କନ…

୧୪ରୁ ଦ୍ୱିତୀୟ ପର୍ଯ୍ୟାୟ +୨ ପ୍ରଶ୍ନପତ୍ର ପଠାଯିବ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ମେ’ ୧୮ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଲାଗି ଏହି ପର୍ଯ୍ୟାୟରେ ପ୍ରଶ୍ନପତ୍ର ପଠାଯିବ ।…