ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଗିରଫ
ଦୀର୍ଘ ୮ ବର୍ଷ ପରେ କୋଲକାତାରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ। ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା। ବିକ୍ରମଜିତ୍ ଭୌମିକ ୨୦୧୩ରୁ ଫେରାର ଥିଲେ। ଗିରଫ ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲ୍ୟୁ। ଜମାକାରୀଙ୍କୁ ଅଧିକ ଲାଭ…