ଜାଣିଛନ୍ତି କି ଚିପ୍ସ ପ୍ୟାକେଟରେ କମ୍ ଚିପ୍ସ ବଦଳରେ ଅଧିକ ପବନ ରହିଥାଏ କାହିଁକି ?
ବଜାରରେ ମିଳୁଥିବା କିଛି ବି ଚିପ୍ସ ଆମର ଭାରୀ ପସନ୍ଦ । ପାଟି ସୁଆଦିଆ କିଛି କ୍ରିପ୍ସି ଓ କୁଡମୁଡ ଆଇଟମ୍ ଖୋଜେ ମନ । ବିଶେଷ କରି ପାଗ କୋହଲା ଥିଲେ ଏହାର ବେଶୀ ଖୋଜା ପଡ଼େ । ପିଲାଙ୍କୁ ନେଇ ଦୋକାନ ବଜାର ଗଲେ ନଜର ପଡ଼ିଲେ ବାପାମାଆଙ୍କୁ ମାଗନ୍ତି କୁରକୁରେ, ଅଙ୍କଲଚିପ୍ସ ଲେଜ୍…