ପାରାଦୀପ ପୋର୍ଟରେ ଚୀନ୍ ଜାହାଜ ଅଟକ
ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ।
ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ…