ଚୀନ୍ର ଇଷ୍ଟର୍ଣ୍ଣ ବିମାନ ଦୁର୍ଘଟଣା, ମିଳୁନି ମୃତଦେହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ୍ର ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାକୁ ୧୯ ଘଣ୍ଟା ବିତିଗଲାଣି । ଦୁର୍ଘଟଣା ଘଟଣାସ୍ଥଳରେ ବିମାନର ଧ୍ୱଂସାବଶେଷ ମିଳିଛି । ମାତ୍ର ଏପର୍ଯ୍ୟନ୍ତ ଜଣଙ୍କର ମଧ୍ୟ ମୃତଦେହ ମିଳିନାହିଁ । ଫଳରେ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଚୀନ୍ର ରାଷ୍ଟ୍ରପତିଙ୍କ ଆଦେଶ…