ଚୀନର ଯୋଦ୍ଧ ବିମାନକୁ ଖସାଇଦେଲା ତାଇଓ୍ଵାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୀନର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ନେଇ ସମଗ୍ର ଏସିଆରେ ଯୁଦ୍ଧ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ ଲଦାଖରେ ଭାରତ ଓ ଚୀନସେନା ମୁହାଁମୁହିଁ ଥିବାବେଳେ ଅନ୍ୟପଟେ ତାଇଓ୍ଵାନ ଓ ଚୀନ ମଧ୍ୟରେ ସମ୍ପର୍କରେ ବିଗିଡ଼ିବାରେ ଲାଗିଛି।
ସୂଚନା ଅନୁସାରେ ତାଇଓ୍ଵାନର ଏୟାର…