ଭଗବାନ ବଞ୍ଚାଇ ଦେଲେ ୩୬ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ୍ ୧୦ ତାରିଖରେ ଚିଲିକାରେ କାଳବୈଶାଖୀ ଯୋଗୁ ଡଙ୍ଗା କାଳିଜାଈ ଗଣ୍ଡରେ ବୁଡ଼ି ଯାଇଥିଲା ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏ ଦୁର୍ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ଏକ ବଡଧରଣର ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି…