ପିତା ମାତା ଙ୍କର ଏହି ଅଭ୍ୟାସ ଯୋଗୁ ପିଲାମାନେ ହୋଇଥାନ୍ତି ଅଧିକ ଚିଡଚିଡା
ପିତା ମାତାଙ୍କ ନିଜ ଅଜାଣତ ରେ ଏଭଳି ଅନେକ କାମ କରି ଥାଆନ୍ତି, ଯାହାକି ପିଲାଙ୍କୁ ଚିଡିଚିଡା କରି ଦେଇଥାଏ l ପିଲାଙ୍କର ଚିଡିଚିଡା ସ୍ଵଭାଵ ତାଙ୍କ ବ୍ୟବହାର ରେ ତ୍ରୁଟି ଆଣିଥାଏ l ଯାହାକି ସେମାନଙ୍କୁ ବିଭିନ୍ନ ଆକ୍ରୋଶ ମୂଳକ କାର୍ଯ୍ୟ କରାଇଥାଏ l ଆସନ୍ତୁ ଜାଣିବା ଭାରତୀୟ ପିତାମାତା ଙ୍କର…