Browsing Tag

Child Among 8 Burnt To Death After Doors Jam

ସଡ଼କ ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ

ଉତ୍ତରପ୍ରଦେଶର ବରେଲି-ନୈନିତାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜିପୁରା ନିକଟରେ ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଟ୍ରକ ସହ କାରର ଧକ୍କା ହେବା ପରେ ଏକ ଶିଶୁ ସମେତ କାରରେ ଥିବା ୮ ଜଣ ଯାତ୍ରୀ ପୋଡ଼ି ହୋଇ ମୃତ । ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଦୁର୍ଘଟଣା ଘଟିଛି…