ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ
ଭୁବନେଶ୍ୱର : ଆଜି କୋଟିଆ ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଟିଆରେ ସରକାରଙ୍କ ତରଫରୁ ଚାଲିଥିବା ଥାନା, ଡାକ୍ତରଖାନା ଆଦି ବିଭିନ୍ନ ପକଳ୍ପର ସମୀକ୍ଷା କରିବେ । ତେବେ କୋଟିଆ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦେଓମାଳୀ ଯିବେ । କୋଟିଆ ଗସ୍ତ ସାରି ନକ୍ସଲ ପ୍ରବଣ…