Browsing Tag

Chief secretary Aditya Prasad Padhi

ଆସିଲେନି ମୁଖ୍ୟ ଶାସନ ସଚିବ, ବାତିଲ ହେଲା କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ସମୀକ୍ଷା ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଅତିଥି ଭବନଠାରେ ଆଜି ଆୟୋଜିତ ହୋଇଥିଲା କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ସମୀକ୍ଷା ବୈଠକ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକକୁ ଆସି ନଥିଲେ ।…

କୋଇଲା ଅଭାବ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେଏସ୍‌ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କୋଇଲାର ଅଭାବ ଓ ଲୁହା ପଥର ମୂଲ୍ୟ ଦୁଇ ଗୁଣା ବଢ଼ିଯିବାକୁ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଆଲୋଚନା କରିଛନ୍ତି । ନବୀନ କହିଛନ୍ତି, ଗତ ତିନିବର୍ଷ ମଧ୍ୟରେ…