Browsing Tag

Chief minister visit puri

ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ରଥଯାତ୍ରାରେ ହେବେ ସାମିଲ

ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପରେ ରଥଯାତ୍ରାରେ ସାମିଲ ହେବା ନେଇ କାର୍ଯ୍ୟକ୍ରମ ରହିଛି । ବିଦେଶରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସିଧା ସିଧା ପୁରୀକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦିନ ୧୦ଟା ୧୦ ମିନିଟରେ…