ଡିସେମ୍ବର ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦ
ଡାକ୍ତର ଆବଶ୍ୟକତା ତୁଳନାରେ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟରେ ୨୦୦୦ରେ ବର୍ଷକୁ ମାତ୍ର ୩୨୧ ଏମବିବିଏସ୍ ଡାକ୍ତର ଏବଂ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିବାବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬କୁ ବୃଦ୍ଧି ପାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ…