ପଞ୍ଜାବ ଆପ୍ ସରକାର: ୩୫ ହଜାର ଠିକା କର୍ମଚାରୀ ସ୍ଥାୟୀ କରିବ
ଚଣ୍ଡିଗଡ: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରାଜ୍ୟର ୩୫ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନ୍ ଘୋଷଣା କରିଛନ୍ତି।
ସ୍ଥାୟୀ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଗ୍ରୁପ୍ ସି’ ଓ ଡି’ ବର୍ଗର।…