ଛତିଶଗଡ଼ ନିର୍ବାଚନ ବେଳେ ନକ୍ସଲଙ୍କ ସହ ହାତ ମିଳାଇଥିଲା କଂଗ୍ରେସ: ଜେଟ୍ଲୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ମାଓବାଦୀଙ୍କ ସହ ହାତ ମିଳାଇଥିଲା କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାଓବାଦୀ ଗ୍ୟାଙ୍ଗ ‘ତୁକଡେ ତୁକଡେ’ ସହ କାନ୍ଧକୁ କାନ୍ଧ ମିଳାଇଥିଲେ । ଏଭଳି ବିବାଦୀୟ ଟୁଇଟ୍ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।…