Browsing Tag

Chhattisgarh

ଥରିଲା ମଧ୍ୟପ୍ରଦେଶ ଓ ଛତିଶଗଡ଼

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦୦ ରହିଛି। ଏହି ଭୂକମ୍ପ ଝଟକା ଲୋକମାନେ ସକାଳ ୧୦.୩୧‌ରେ ଅନୁଭବ କରିଥିଲେ। ଭୂକମ୍ପର ଝଟକା ଲୋକମାନେ ଅନୁଭବ କରିବା କ୍ଷଣି ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।…

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେଶ ବାଘେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବା ନେଇ ଜାରି ରହିଥିବା ସମସ୍ତ ଆକଳନ ର ଅନ୍ତ ଘଟିଛି । ତିନି ତିନି ଜଣ ଦାବିଦାରଙ୍କୁ ପଛରେ ପକାଇ ଛତିଶଗଡ଼ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ । ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ହିଁ ଭାଜପା ନିଜ…

ଅସିଲେନି ମୋଦି ଅଭିବାଦନ ଦେବାକୁ, ଲୋକ ନକାରିଲେ ‘ ଅଵକୀ ବାର ମୋଦି ସରକାର ‘

ଓଡିଶା ଫାଷ୍ଟ(ବ୍ୟୁରୋ): ସନ୍ଧ୍ୟା ବେଳକୁ ନଜରରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସମସ୍ତଙ୍କ ଆଶା ଥିଲା । ପ୍ରତି ଇଲେକ୍ସନ ସରିବାପରେ ଗୁଜରାଟ ହେଉ କି ମହାରାଷ୍ଟ୍ର ହେଉ କି ଆସାମ ହେଉ ସବୁ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ…

୫ଟି ରାଜ୍ୟର ନିର୍ବାଚନ ଫଳାଫଳ, ବିଜେପି କୁ ଝଟକା, ବାଜିମାରିଲା କଂଗ୍ରେସ

ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଦେଶର ମିଜରାମ,ମଧ୍ୟ ପ୍ରେଦେଶ,ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଆଦି ୫ଟିରାଜ୍ୟରେ ଭୋଟ ଗଣତି ଚାଲିଛି । ଏହା ମଧ୍ୟରୁ ମଧ୍ୟପ୍ରେଦେଶ, ରାଜସ୍ଥାନ, ଛତିଶଗଡ଼ ରେ ବିଜେପି ଶାସନ ଥବା ବେଳେ,ମିଜରାମ ଏବଂ ତେଲେଙ୍ଗାନା ରେ ଆଞ୍ଚଳିକ ଦଳ ଶାସନ ଭାର ସମ୍ଭାଳିଥିଲେ ।…

ଏକ୍‌ଜିଟ୍‌ ପୋଲ୍‌ର ଆକଳନ: ରାଜସ୍ଥାନରେ ବଜି ମାରିବ କଂଗ୍ରେସ, ତେଲେଙ୍ଗାନାରେ ଟିଆରଏସ୍‌ ଓ ମିଜୋରାମରେ ଝୁଲା ସରକାର

ଓଡିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର ୧୯୯ ଏବଂ ତେଲେଙ୍ଗାନାର ୧୧୯ ଆସନ ପାଇଁ ମତଦାନ ଶୁକ୍ରବାର ଶେଷ ହୋଇଥିବା ବେଳେ ଏଥିପାଇଁ ଦୀର୍ଘ ୩ମାସ ଧରି ଚାଲିଥିବା କସରତରେ ପୂର୍ଣ୍ଣଛେଦ ପଡ଼ିଛି । ଆସନ୍ତା ୧୧ ତାରିଖରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମର ନିର୍ବାଚନ…

ଛତିଶଗଡ଼ ନକ୍ସଲ ଆକ୍ରମଣରୁ ଜୀବନ୍ତ ଫେରିଆସିଥିବା ସାମ୍ବାଦିକଙ୍କ ସେହିମୁହୂର୍ତ୍ତର ଦେଖନ୍ତୁ ଭିଡ଼ିଓ

https://youtu.be/E7nNE9KD0bw ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକ୍ସଲ ଅଞ୍ଚଳରେ ଜୀବନର ବାଜି ଲଗାଇ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ପଛଘୁଞ୍ଚା ଦେଇନଥାଏ । ତାହାର ଜ୍ୱଳନ୍ତ ପ୍ରମାଣ ମିଳିଛି ଗତକାଲି ନକ୍ସଲ ଗୁଳିରେ ଟଳି ପଡିଥିବା ଦୂରଦର୍ଶନର କ୍ୟାମେରାପର୍ସନ ବଲାଙ୍ଗିରର ଅଚ୍ୟୁତାନନ୍ଦ…

କ୍ୟାନ୍ସର ରୁ ମିଳିପାରିବ ମୁକ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମସ୍ତେ ଜାଣନ୍ତି ଯେ କ୍ୟାନ୍ସର ଏକ ମାରାତ୍ମକ ରୋଗ । ଖୁବ କମ ଭାଗ୍ୟଶାଳୀ ଲୋକ ଏ ରୋଗରୁ ମୁକ୍ତି ପାଇପାରିଥାନ୍ତି। କାରଣ କ୍ୟାନ୍ସର ସେଲ ଗୁଡିକ ଖୁବଶୀଘ୍ର ଆମ ଶରୀରରେ ବଢ଼ିବାରେ ଲାଗିଥାଏ। କ୍ୟାନ୍ସର ଯଦି ପ୍ରଥମ ପର୍ଯ୍ୟାୟରେ ଜଣାପଡେ ତେବେ ଏହାର ଚିକିତ୍ସା ଦ୍ୱାରା…