Browsing Tag

chatishgard

ମହାନଦୀ ବିବାଦ ସମାଧାନ ଆଶା କ୍ଷୀଣ, ଅକଳରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ଛତିଶଗଡ ସାଧାରଣ ନିର୍ବାଚନରେ ରମଣ ସିଂଙ୍କ ସରକାରର ପତନ ଘଟି କଂଗ୍ରେସ କ୍ଷମତାକୁ ଫେରିଲା । ଏହା ଫଳରେ ମହାନଦୀ ଲଢେଇରେ ସାମିଲ ହୋଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ପତିଆରା ନେବାକୁ ପ୍ରୟାସ କରିଥିଲେ । ଛତିଶଗଡର ନୁଆ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ…

ମଧ୍ୟପ୍ରଦେଶ ପରେ ଛତିଶଗଡରେ କୃଷି ଋଣ ଛାଡ କଲା କଂଗ୍ରେସ

ଓଡିଶା ଫାଷ୍ଟ(ବ୍ୟୁରୋ): ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସରକାର ଗଢୁ ଗଢୁ କୃଷି ଋଣ ଛାଡ କରିଛନ୍ତି ଭୁପେଶ ବାଘେଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ନେଇ ଭୁପେଶ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ…

ଅଟକିବନି ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । ପ୍ରକଳ୍ପ ସମ୍ବର୍ଦ୍ଧିତ ସମସ୍ତ ତଥ୍ୟ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।…

ନକ୍ସଲ ଗୁଳିରେ ଜଣେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁଇ ଜଣ ଯବାନ ସହିଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣ ର ଶିକାର ହୋଇଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଦୁଇ ଜଣ ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ଛତିଶଗଡ଼ର ହେବାକୁ ଥିବା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌…