ମାଟ୍ରିକ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ; ୩ ଜୁଲାଇରୁ ହେବ ମାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା
ମାଟ୍ରିକ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ଦଶମ ବୋର୍ଡ ପରୀକ୍ଷା ପୂର୍ବପରି ହେବ। ଦଶମ ଶ୍ରେଣୀରେ ଆଉ ୨ଟି ସମ୍ମେଟିଭ ପରୀକ୍ଷା ହେବନି। ଇଣ୍ଟରନାଲ ଆସେସମେଣ୍ଟ ପୂର୍ବ ପରି ହେବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧ ବାର୍ଷିକ…