ଏସବିଆଇ ଏଟିଏମ୍ରେ ଟଙ୍କା ଭରିବା ନାଁରେ ୭୦ ଲକ୍ଷ ହେର୍ଫେର, ୪ ଅଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ଆଳରେ ପ୍ରାୟ ୭୦ ଲକ୍ଷ ଟଙ୍କା ଲୁଟି ନେଇଛି ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା ସଂସ୍ଥା । ଏ ନେଇ ବ୍ୟାଙ୍କ ମ୍ୟାନେଜର କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଉକ୍ତ ସଂସ୍ଥାର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।…