Browsing Tag

Chandrababu Naidu took oath as the Chief Minister of Andhra Pradesh for the fourth time

ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶକୁ ପୁଣି ଫେରିଛି ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ବିଜୟୱାଡା କେସରପଲ୍ଲି ଆଇଟି ପାର୍କରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆଜି ସାରା ଦେଶର ଦୃଷ୍ଟି କେନ୍ଦ୍ରିଭୂତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…