ଚନ୍ଦନ ତେଲ ବ୍ୟବହାର କରନ୍ତୁ : ଖରାଦିନେ ମୁଣ୍ଡକୁ ଥଣ୍ଡା ରଖନ୍ତୁ
ଆସିଲାଣି ଖରାଦିନ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଏବେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ପହଞ୍ଚିଗଲେଣି। ସକାଳ ପ୍ରହରରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭାରି ଭଲ ଲାଗେ। ଆଉ ଯଦି କେହି ମୁଣ୍ଡରେ ଥଣ୍ଡା ତେଲ ଲଗାଇ ଦିଏ ତେବେ ଆରାମ ହିଁ…