ଜଙ୍ଗଲରୁ କଟାମୁଣ୍ଡ ଯୁବତୀ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକା ଘରୁ ଚାଲିଆସିଥିଲା ପ୍ରେମିକ ସହ ହେଲେ ସେ ଜାଣିନଥିଲା ପ୍ରେମିକର ମନର କଥା । ପ୍ରେମିକ ସାଜିଥିଲା ସୈତାନ । କଟିଲା ପ୍ରେମିକାର ମୁଣ୍ଡ । ଏଭଳି ଏକ ଘଟଣା ଘଟିଛି ଚନ୍ଦକା ଜଙ୍ଗଲରେ ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର କିଶୋର…