ମାନିଲା ପୋଲିସ, ଦୋଷ ଲୁଚେଇବାକୁ ଯାଇ ପୋଲିସର ଚାଏ ପେ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ଜାମ ରେ ଆମ୍ବୁଲାନ୍ସ ଫସି ଶିଶୁ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ । ଏ ନେଇ ରାଜ୍ୟ ମାନବାଧିକାର କମିଶନ ଓ ଶିଶୁ ସୁରକ୍ଷା ଆୟୋଗ କମିଶନରେଟ ପୋଲିସକୁ ଓ କ୍ୟାପିଟାଲ ହସ୍ପିଟାଲକୁ ରୋପଟ ତଲବ କରିଛନ୍ତି । ପୋଲିସ ନିଜ ଦୋଷ, ଦୁର୍ବଳତାକୁ ଲୁଚାଇବାକୁ…