୫ ମହାନଗର ନିଗମରେ ନିଯୁକ୍ତି ପାଇବେ ସିଇଓ
ରାଜ୍ୟର ନଗରାଞ୍ଚଳ ଶିକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର(ସିଇଓ) । ରାଜ୍ୟର ୫ ମହାନଗର ନିଗମରେ ନିଯୁକ୍ତି ପାଇବେ ଏହି ଅଫିସର । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସହର ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ…