Browsing Tag

Centre notifies anti-paper leak law

ଏଣିକି ପ୍ରଶ୍ନପତ୍ର ଲିକ୍ କଲେ ହେବ ୫ବର୍ଷ ଜେଲଦଣ୍ଡ ସହ ଏକ କୋଟି ଟଙ୍କା ଯାଏଁ ଜରିମାନା

ଦେଶରେ ଲାଗୁ ହେଲା ଆଂଟି ପେପର ଲିକ୍ ଆଇନ । ପ୍ରଶ୍ନପତ୍ର ଲିକ୍ ଓ ନକଲ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ମିଳିପାରେ । ୧ କୋଟି ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ । ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷ ଜେଲ୍ ଦଣ୍ଡ । ଏହି ଆଇନରେ…