୨୦୨୩ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିପାରିବେ ଆଇଟି କମ୍ପାନୀ କର୍ମଚାରୀ; କେନ୍ଦ୍ର ସରକାରଙ୍କ ମିଳିଲା ଅନୁମତି
ଆଇଟି ସେକ୍ଟର ସମ୍ପର୍କିତ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର। ଯେଉଁ କର୍ମଚାରୀ କରୋନା କାଳରେ ଆଇଟି କମ୍ପାନୀ ପାଇଁ ଘରୁ କାମ କରୁଛନ୍ତି। ଏବେ ତାଙ୍କୁ ଆଗାମୀ ବର୍ଷ ୨୦୨୩ ପର୍ଯ୍ୟନ୍ତ ଘରୁ କାମ କରିବା ପାଇଁ ଅନୁମତି ମିଳିଛି। କେନ୍ଦ୍ର ସରକାର ସ୍ପେଶାଲ ଇକୋନୋମିକ୍ ଜୋନ୍ସ ଏସଇଜେଡ୍ ନିୟମରେ…