ଓଡିଶାକୁ କେନ୍ଦ୍ରର ଅଣଦେଖା, ଆଜିଠୁ ବିଜେଡିର ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି କେତେ ଦରଦ ରହିଛି ସେକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି । ବିକାଶର ଡିଣ୍ଡିମ ପିଟି ସାଧାରଣ ଲୋକମାନଙ୍କୁ ଭାଜପା ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛି । କେନ୍ଦ୍ର ସରକାର ସଦାସର୍ବଦା ରାଜ୍ୟ ପ୍ରତି ଅବହେଳା କରି ଆସୁଛନ୍ତି ବୋଲି…