ସିସିଟିଭି ଭାଙ୍ଗିଲେ କ୍ଷତିପୂରଣ ଦେବେ ସ୍କୁଲ କର୍ତ୍ତୃପକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଚ ଓ କପି ମୁକ୍ତ କରିବାକୁ ବିଭିନ୍ନ ସ୍କୁଲରେ ସିସିଟିଭି ଲଗାଯାଇଛି । ମାତ୍ର ଏହି ସିସିଟିଭି ଗୁଡିକ ଜାଣିଶୁଣି ଭଙ୍ଗାଯାଉଛି । ଆଗକୁ ମଧ୍ୟ ଅନେକ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା ଥିବାରୁ ବୋର୍ଡ…