CBSE ଘୋଷଣା କଲା ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା କରିଛି । ଦୁଇଟି ଟର୍ମରେ ଏହି ପରୀକ୍ଷା ହେବ । ୨୦୨୧-୨୨ରେ ପରୀକ୍ଷା ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ପ୍ରତି ଟର୍ମର ଶେଷରେ ବୋର୍ଡ ଦ୍ୱାରା…