Browsing Tag

CBSE 10th & 12th exam date declared

ସି.ବି.ଏସ.ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସି.ବି.ଏସ.ଇ ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନୟାମମ ଭରଦ୍ୱାଜ । ଏହି ପରୀକ୍ଷା ଅଫଲାଇନ ମୋଡରେ ହେବ…