୯ରେ କୋଲକାତା ପୋଲିସ କମିଶନରଙ୍କୁ ଜେରା କରିବ ସିବିଆଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଟ୍ଫଣ୍ଡ ଦୁର୍ନୀତି ଘଟଣାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଆସନ୍ତା ୯ତାରିଖ ଶନିବାର ପଚରାଉଚରା କରିବ । ମେଘାଳୟର ଶିଲଂଠାରେ ରାଜୀବଙ୍କୁ ସିବିଆଇ ଜେରା କରିବ ଓ ତଦନ୍ତ ସମୟରେ ରାଜୀବ ସମ୍ପୁର୍ଣ୍ଣ…