Browsing Tag

CBI

ଲାଲୁଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆରଜେଡି ସୁପ୍ରିମ ଲାଲୁଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଚଢଉ କରିଥିବା ଜଣାପଡିଛି । ସକାଳୁ ସିବିଆଇର ଏକାଧିକ ଟିମ୍ ଲାଲୁ ତଥା ତାଙ୍କ ପତ୍ନୀ ରାବିଡି ଦେବୀଙ୍କ…

ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ବଢ଼ିଲା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଅଡ଼ୁଆ । ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ। ଯାଞ୍ଚ ଏଜେନ୍ସିର ଏହି ରେଡ୍ କଂଗ୍ରେସ ନେତାଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ଘରେ କରାଯାଇଛି। ସିବିଆଇ…

ସରକାରଙ୍କ ବିନା ସହମତିରେ ରାଜ୍ୟରେ ତଦନ୍ତ କରିପାରିବନି ସିବିଆଇ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଅନେକ ରାଜ୍ୟରେ ସେଠାକାର ସରକାର ସିବିଆଇ ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅର୍ଥାତ୍ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ପଶି ତଦନ୍ତ କରିପାରିବନି। ତଦନ୍ତ କରିବାକୁ ହେଲେ ପ୍ରଥମେ ସିବିଆଇକୁ ରାଜ୍ୟର ଅନୁମତି ନେବାକୁ ହେବ। କେରଳ,…

ଚିଟଫଣ୍ଡ କେସ କ୍ଲୋଜ କରିବ କି ସିବିଆଇ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ ୭ ବର୍ଷ ହେବ କୌଣସି ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ ହେଉ ଓଡ଼ିଶାରେ ରାଜନୈତିକ ଚାପ ଓ ସାଧାରଣ ଜନତାଙ୍କ ମନ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚିଟଫଣ୍ଡ କେସ ବ୍ୟବହାର କରୁଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଯାହାର ଫଳସ୍ୱରୂପ ଦେଶର…

ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। ସି-ସୋର୍ ଚିଟ୍‌ଫଣ୍ଡ୍ ଲିଙ୍କ୍ ମାମଲାରେ ସିବିଆଇ ପକ୍ଷରୁ ଭୁବନେଶ୍ୱରର ୟୁନିଟ୍‌-୧ ସ୍ଥିତ ତାଙ୍କ ଘରେ ରେଡ୍ କରାଯାଇଥିଲା। ସିବିଆଇର ଏକ ପାଞ୍ଚ ଜଣିଆ…

ସିବିଆଇ ତଦନ୍ତର ପ୍ରଥମ ଦିନ: ସୁଶାନ୍ତଙ୍କ ରୋଷେୟାଙ୍କୁ ଜେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ପୁଣିଥରେ ମୂଳରୁ ଆରମ୍ଭ କରାଯାଇଛି। ବିହାର ପୁଲିସଙ୍କ ଏଫ୍ଆଇଆରକୁ ଭିତ୍ତି କରି ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାର ପ୍ରଥମ ଦିନରେ ସୁଶାନ୍ତଙ୍କ ରୋଷେୟା ନୀରଜଙ୍କୁ ଜେରା କରାଯାଇଛି। ସେଥିପାଇଁ…

ଚିଦାମ୍ବରମ ଆସନ୍ତା ୨୬ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହୋଇଥିବା ବେଳେ ଗୁରୁବାର ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି । ୩ ଘଣ୍ଟା ଜେରା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ଓ…

ଗିରଫ ହେବେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଖୁବ୍‌ଶୀଘ୍ର ଗିରଫ କରିପାରେ ସିବିଆଇ । ଶାରଦା ଚିଟ୍‌ଫଣ୍ଡ ଘୋଟାଲାରେ ତଦନ୍ତ ବେଳେ ଏହି ଆଇପିଏସ ଅଫିସର ରାଜୀବ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଦର୍ଶାଇଥିଲା । ତେବେ ସୁପ୍ରିମକୋର୍ଟ ଫେବୃଆରୀ ୫ ତାରିଖରେ…

ସିବିଆଇ ର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କୁ ୧ଲକ୍ଷ ଟଙ୍କାର ଜୋରିମାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ୧ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।ସୁପ୍ରିମକୋର୍ଟ ନାଗେଶ୍ୱରଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହ ଏହି…

ସ୍ବମ୍ବିଧାନ ବଞ୍ଚାଅ ଦାବିରେ ମମତାଙ୍କ ଧାରଣା, ସମର୍ଥନ ଜଣାଇଲେ ମହାମେଣ୍ଟର  ନେତୃବୃନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଓ ପଶ୍ଚିମବଙ୍ଗର ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଏହାର ରାଜନୈତିକ ପ୍ରଭାବ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ଉପରେ ପଡ଼ିଛି । ଏଥିଯୋଗୁଁ କୋଲକତାରେ ରବିବାର ସନ୍ଧ୍ୟାରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି । ଯାହାକୁ…