ଓମିକ୍ରନ ଭୟ : ଏହି ସହରରେ ଲାଗିଲା ୧୪୪ ଧାରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଧାରା ୧୪୪ ଜାରି କରାଯାଇଛି । ନିର୍ଦ୍ଦେଶନାମା ମୁତାବକ, ରେଷ୍ଟୋରାଂ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ଜିମ୍, ଷ୍ଟାଡିୟମ ୫୦% କ୍ଷମତା ସହ ଖୋଲିପାରିବ। ଲକ୍ଷ୍ନୌରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ…