କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ଗଡିବ ଜଗାର ରଥ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନେକ ଦିନର କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଗଡିବ ଜଗାର ରଥ । ରଥଯାତ୍ରା ପାଇଁ ମିଳିଲା ଅନୁମତି । କେନ୍ଦ୍ର ସରକାର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହେବ ରଥଯାତ୍ରା । କେନ୍ଦ୍ର ସରକାର ଅନୁମତି କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ହେବ ରଥ କାର୍ଯ୍ୟ । ରଥଯାତ୍ରା ପୂର୍ବରୁ…