Browsing Tag

Car festival update

ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚମୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି ଧଉରା କାଠ ଅନୁକୂଳ। ଏହି କାଠରେ ରଥର କୋଣଗୁଜ ତିଆରି ହେବ। ଆସନ୍ତା ଶ୍ରୀରାମ ନବମୀରେ ହେବ ରଥ କାଠ ଚିରଟ। ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ…

ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ: ଅଧାରେ ରହିଲା ଦର୍ପଦଳନ ଓ ନନ୍ଦିଘୋଷ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିଲାନି ମା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥ। କେବଳ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ପାରିଥିବା ବେଳେ ଦର୍ପଦଳନ ଓ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛନ୍ତି। ରାତି ହୋଇଯିବା କାରଣରୁ ଆଜିପାଇଁ ରଥଟଣା ବନ୍ଦ କରଯାଇଛି। କାଲି ଦୁଇ ରଥକୁ ଟାଣିନେଇ…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ରଥଯାତ୍ରାର ଅନ୍ୟତମ ମନମୁଗ୍ଧକର ନୀତି ହେଉଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହୁଳହୁଳି, ହରିବୋଲ ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ । ଆଉ ଏହାରି ଭିତରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ…

ଆଜି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ଚତୁର୍ଦ୍ଧାମୂର୍ତ୍ତି ବାହାରି ଶୁକ୍ରବାର ତିନି ରଥ ଶରଧାବାଲିରେ ପହଞ୍ଚିଛି। ଆଜି ମହାପ୍ରଭୁଙ୍କ ନୀତିକାନ୍ତି ପରେ ପହଣ୍ଡିରେ ଜନ୍ମବେଦୀକୁ ଯିବେ। ୮ ଲକ୍ଷରୁ ଅଧିକ ଭକ୍ତ ରଥାରୂଢ ଶ୍ରୀବିଗ୍ରହଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ଅପରାହ୍ନ ୪ଟାରେ ରଥଟଣା…

ଆରମ୍ଭ ହେଲା ରଥଟଣା; ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ

ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ପ୍ରଥମେ ଗଡ଼ିଲା ତାଳଧ୍ୱଜ ରଥ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ, ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…