Browsing Tag

Capital PS

ସାଂସଦ ଅପରାଜିତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ୍ ସମିମ ଅଖତର ଙ୍କ ଦ୍ଵାରା ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଆଜି ସାଂସଦ ଅପରାଜିତା ଷଢଙ୍ଗୀଙ୍କ ନାଁରେ ଏତଲା ଦାଏର ହୋଇଛି । ସାଂସଦ ଅପରାଜିତା ତିନି ତିନି ଥର ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗ…

ରାଜମହଲ ଛକ ପୋଲିସ ପବ୍ଲିକ ଗଣ୍ଡଗୋଳ, ଗିରଫ ସଂଖ୍ୟା ହେଲା ୧୩

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ଗତ ଶନିବାର ଗାଡି ଚେକିଂ କୁ ନେଇ ପୋଲିସ ଓ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଏହି ଘଟଣାକୁ କେନ୍ଦ୍ରକରି ବର୍ତ୍ତମାନ…

ହୋଟେଲ ରୁ ମହିଳା ଓ ଯୁବକ ଙ୍କ ଶବ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ର କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ର ଏକ ହୋଟେଲ ର ୧୧୪ ନମ୍ବର ରୁମ୍ ରୁ ଏକ ପ୍ରମିଯୁଗଳ ଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଘଟଣା କ୍ରମେ ପଶ୍ଚିମବଙ୍ଗର ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝି ଓ ତୁମ୍ପାରାଣୀ ପାଖିରା ଗତ ୨୨ ତାରିଖରୁ ଅଶୋକନଗର ର…