ଗଡ଼ସାହି ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଗାଁ ମନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମ ପଞ୍ଚାୟତରେ । ତେଣୁ ଗ୍ରାମବାସୀମାନେ ଉଭୟ ପ୍ରାର୍ଥୀଙ୍କୁ ଗାଁ କୁ ଆସିବାକୁ ମନା କରିଥିଲେ ।
ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖ…