ଜୁନ ୩୦ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସରକାରୀ କର୍ମଚାରୀଙ୍କ ପାଇଁ ଏଥର ରଜ ଫିକା । କାରଣ ଜୁନ ୩୦ ଯାଏ କୌଣସି କର୍ମଚାରୀଙ୍କୁ ଛୁଟି ନ ଦେବାକୁ ରହିଛି ନିର୍ଦ୍ଦେଶ । ଓଡିଶାରେ ଦିନକ ପରେ ହେବ ନୁତନ ସରକାର ପାଇଁ ଶପଥ ଗ୍ରହଣ ଉତ୍ସବ । ନୂଆ ସରକାର ଆସିବା ଅବ୍ୟବହିତ ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ନେବା ପାଇଁ ବାରଣ…