Browsing Tag

cabinet

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ବସିବ ବୈଠକ । ବୈଠକରେ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି । ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ଅଧିନରେ କେତେକ…

ଶପଥ ନେଲେ ମୋଦୀ କ୍ୟାବିନେଟ୍‌ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀ

ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ମିଳିଛି। ରାଷ୍ଟ୍ରପତି ଭବନର ଦରବାଲ ହଲ୍‌ରେ ଆୟୋଜିତ…

୮ଟି ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଙ୍କେତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ୪ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି । ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ହାଇସ୍କୁଲ୍ ଗୁଡ଼ିକର…

ଚାକିରି କାଳ ମଧ୍ୟରେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ‘ଗ୍ରୁପ୍‌-ଡି’ରେ ନିଯୁକ୍ତି

ଓଡିଶା ଫାଷ୍ଟ( ବ୍ୟୁରୋ): ଚାକିରି କାଳ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପରିବାର ସଦସ୍ୟଙ୍କୁ କେବଳ ‘ଗ୍ରୁପ୍‌-ଡି’ରେ ଅନୁକମ୍ପାମୂଳକ ନିଯୁକ୍ତି ସୁବିଧା ମିଳିବ । ଏଥିପାଇଁ ‘ଗ୍ରୁଫ-ଡି’ ବର୍ଗରେ ୫୦ ପ୍ରତିଶତ ପଦବୀକୁ ସଂରକ୍ଷିତ ରଖାଯିବ। ଏଥିପାଇଁ ଆଜି ରାଜ୍ୟ…