ମାଲ୍ୟାଙ୍କ ନାଁ ଭୁଲରେ ନେଇ ଯାଇଥିଲି- ଜୁଏଲ ଓରାମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଳାତକ ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ବିବାଦରେ ଫସି ଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ୍ ଶେଷରେ ଭୁଲ୍ ମାଗିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ନ୍ୟାସ୍ନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରିନ୍ୟୁୟର୍ କନ୍କ୍ଲେଭ୍(NTEC)ରେ ଯୋଗ ଦେବା…