Browsing Tag

cabinet

କେନ୍ଦ୍ର ସରକାର ଧାନର ଏମଏସପି ବଢ଼ାଇଲେ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧାନର ଏମଏସପି ବଢ଼ାଇଲେ କେନ୍ଦ୍ର ସରକାର । ଖରିଫ ଋତୁ ପାଇଁ ୧୭ଟି ଫସଲରେ ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । କୃଷକଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଖରିଫ୍ ଋତୁରେ ୧୭ ଟି ଫସଲ ଉପରେ କେନ୍ଦ୍ର ସରକାର…

ରାଜ୍ୟ କ୍ୟାବିନେଟ୍ର ବୈଠକ ଶେଷ: ୩୨ ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାପରେ ୩୨ ପ୍ରସ୍ତାବକୁ କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ଜଣାପଡ଼ିଛି ।

ଆଜି କ୍ୟାବିନେଟ୍ : ୨୦ ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍ର ଗୁରତ୍ୱପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ଣରେ ବସିବ । ଉକ୍ତ ବୈଠକରେ ମୋଟ୍ ୨୦ଟି ପ୍ରସ୍ତାବରେ ମୋହର ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ…

ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି । ଓଡ଼ିଶା ସରକାରଙ୍କ ଚାକିରିରେ ବୟସ ସୀମାକୁ ବୃଦ୍ଧି କରାଯାଇଛି ।…

ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ୱା ଲିଜ୍ ପାଇଁ ଅନୁମୋଦନ ପ୍ରଦାନ କରିପାରିବେ ସରକାରୀ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ ମୋହର । ଜାରି ହୋଇଛି ଅଧ୍ୟାଦେଶ । ଏହାଦ୍ୱାରା ପରିଚାଳନା କମିଟିରେ ଅଧୀନରେ ଥିବା ସ୍ଥାବର ସମ୍ପତ୍ତି, ଜମିବାଡିର ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ…

ପ୍ରବଳ ବର୍ଷାରେ ବେହାଲ ଜନଜୀବନ, ଚେନ୍ନାଇରେ ୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚେନ୍ନାଇରେ ବର୍ଷା ବିତ୍ପାତ୍ତ । ପ୍ରବଳ ବର୍ଷା ହେତୁ ଜନଜୀବନ ଏକପ୍ରକାର ବ୍ୟାହତ ହୋଇପଡିଛି । ଏମିତିକି ଅସହାୟ ହୋଇପଡିଛି ଜନଜୀବନ । ପରିସ୍ଥିତି ଏପରି ହୋଇଛି ଯେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନି ଜଣଙ୍କ ଜୀବନ ଚାଲିଯାଇଛି । ଏମିତିକି ୪ଟି ଇଲେକ୍ଟ୍ରି…

ଜାଗା ମିଶନରେ ଉପକୃତ ହେବ ୧ ଲକ୍ଷ ୯୦ ପରିବାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୫ ମହାନଗର ନିଗମ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ । ଲ୍ୟାଣ୍ଡ ରାଇଟ୍ସକୁ ଆକ୍ଟ ଅନୁସାରେ ମିଳିବ ଜମି । ଉପକୃତ ହେବ ୧ ଲକ୍ଷ ୯୦ ପରିବାର । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ଜାଗା…

୯ ପ୍ରସ୍ତାବକୁ କ୍ୟାବିନେଟର ମୋହର, ନୂଆ ବର୍ଷରେ ଶିକ୍ଷକଙ୍କୁ ଗିଫ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦିଆଯିବ । ଉପକୃତ ହେବେ ୧ ଲକ୍ଷ ୯୦ ପରିବାରର ୮ ଲକ୍ଷ ୫୮ ହଜାର ଲୋକ । ୫ ମହାନଗର ନିଗମରେ ୯୩୮ଟି ବସ୍ତି ରହିଛି । ୬ ମାସ ଭିତରେ ଶେଷ ହେବ ଜମି ଯୋଗାଣ ।…

କ୍ୟାବିନେଟ୍ ନିଷ୍ପତ୍ତି: ନିୟମିତ ହେବେ ୩୩୨୮ ଶିକ୍ଷା ସହାୟକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମୋହର ।  ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ଆଠମଲ୍ଲିକ, ଏମ-ରାମପୁର,…

ମନ୍ତ୍ରୀ ପରିଷଦ ବୈଠକ: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ଅନୁମୋଦନ

ଭୁବନେଶ୍ବର: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଓଡିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମଞ୍ଜୁରୀ ମିଳିଛି । ୨୦୨୬ ସୁଦ୍ଧା ଓଡିଶାକୁ ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ୧୦ଟି ପୁଞ୍ଜି…