Browsing Tag

by-election

ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନର ଫଳାଫଳ । ଦେଶର ୬ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ। ଜୁନ୍ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍…

ଉପନିର୍ବାଚନ: ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ଏହି ସବୁ ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ…

ବ୍ରଜରାଜନଗର ଉପନିର୍ବାଚନ: ଅଳକା ବିଜେଡି ପ୍ରାର୍ଥୀ

ବ୍ରଜରାଜନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତୀ ହେଲେ ବିଜେଡି ପ୍ରାର୍ଥୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ସ୍ଵର୍ଗତ କିଶୋର ମହାନ୍ତୀଙ୍କ ପତ୍ନୀ ହେଉଛନ୍ତି ଅଳକା। ପ୍ରାର୍ଥୀ ଘୋଷଣା…

ବ୍ରଜରାଜନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ରାଧାରାଣୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ପକ୍ଷରୁ ରାଧାରଣୀ ପଣ୍ଡାଙ୍କୁ ବ୍ରଜରାଜନଗର ପାଇଁ ପ୍ରାର୍ଥୀ କରାଯାଇଛି। ବିଜେପି ନିର୍ବାଚନ ରଣନୀତିକୁ ଦୃଷ୍ଟିରେ ରଖି ମହିଳା କାର୍ଡ ଖେଳିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।…

ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସରୁ କିଶୋର ପଟେଲ

ବ୍ରଜରାଜନଗର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜା ଚାଲିଛି । ସବୁ ଦଳ ଖୋଜୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ପାଇଁ ସବୁ ଦଳରେ ଚାଲିଛି କସରତ। ବିଜେଡି,ବିଜେପି ଓ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ପଛରେ ପଡିଛି ଶାସକ ବିଜେଡି। ଏକରକମ୍ କଂଗ୍ରେସ କିଶୋର…

ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଆସନ୍ତା ୧୧ ତାରିଖ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ବ୍ରଜରାଜନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ପାଇଁ। ଆରମ୍ଭ ହେବ ନାମାଙ୍କନ ଦାଖଲ। ତାରିଖ ଘୋଷଣା ପରେ ଏବେ ଟିକେଟକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଶାସକ ବିଜେଡିରେ ଦେଖାଦେଇଛି ଟିକେଟକୁ ନେଇ ଜୋରଦାର ଲବି । ବିଧାୟକ ସ୍ୱର୍ଗତ…

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଉପନିର୍ବାଚନ ପାଇଁ ମେ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ଏହାପରେ ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ମେ ୧୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ ଏବଂ…

ଉପନିର୍ବାଚନ ପାଇଁ କଟକଣାରେ କୋହଳ, ହଲ୍‌ରେ ଏକଜୁଟ୍ ହୋଇପାରିବେ ୨୦୦ ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ପୂର୍ବରୁ ସର୍ବାଧିକ ୧୦୦ରୁ ଅଧିକ ଲୋକଙ୍କ ଏକାଠି ହେବା ନେଇ ରହିଥିବା କଟକଣାରେ ପରିବର୍ତ୍ତନ କରାଯାଇଛି । ଏବେ କୌଣସି ହଲ୍‌ରେ ୫୦ ପ୍ରତିଶତ…

ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ, ବିଜେପି ବିଜେଡି ଡିଲ ନେଇ ଚର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ ବିଜେପି, ବିଜେଡି ମଧ୍ୟରେ ଡିଲ ନେଇ ଚର୍ଚ୍ଚା । କିଛି ବିଜେଡି କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି, ଦଳ ତିର୍ତ୍ତୋଲ ଆସନ ନିଜ ସପକ୍ଷରେ ରଖି ବାଲେଶ୍ଵର ଆସନ ବିଜେପି ସହ ଡିଲ କରିଛନ୍ତି । ଅପରପକ୍ଷରେ ବାଲେଶ୍ଵର ବିଜେଡ଼ି…