Browsing Tag

Business

ଭାରତରେ ତିଆରି ହେବ ଆଇଫୋନ୍-୧୩

ନୂଆଦିଲ୍ଲୀ : ଚେନ୍ନାଇରେ ଏହାର ପ୍ରଥମ ଉତ୍ପାଦନ ୟୁନିଟ୍ରେ ଆଇଫୋନ୍-୧୩ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି । ଫଳରେ ଭାରତରେ ଏଣିକି ଉପଲବ୍ଧ ହେବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍-୧୩ । ଫକ୍ସକନ୍ ସହିତ ମିଳିତ ଭାବରେ ଏହି ଫୋନର ଉତ୍ପାଦନ ଆରମ୍ଭ ହେବ । ସ୍ଥାନୀୟ ଗ୍ରାହକଙ୍କ ପାଇଁ ଫୋନ୍ ନିର୍ମାଣ…

ଭାରତୀୟ ଷ୍ଟାର୍ଟଅପ୍ ନିବେଶ ଛୁଇଁଲା ୧୦୦ କୋଟି ଡଲାର

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର୍ଟଅପ୍ ଇଣ୍ଡଷ୍ଟ୍ରୀ ପାଇଁ ଖୁସିଖବର । କ୍ରମାଗତ ତୃତୀୟ ତ୍ରୈମାସିକରେ ଭାରତୀୟ ଷ୍ଟାର୍ଟଅପ୍ରେ ନିବେଶ ୧୦୦ କୋଟି ଡଲାର ଛୁଇଁଛି । ୨୦୨୨ର ପ୍ରଥମ ତ୍ରୈମାସ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୧୪ଟି କମ୍ପାନୀ ୟୁନିକର୍ଣ୍ଣର ମାନ୍ୟତା ହାସଲ କରିଛନ୍ତି । ଏହା ସହିତ ଦେଶରେ…

ଦେଶରେ ବଢ଼ୁଛି ଅନ୍ଲାଇନ୍ ଉପଯୋଗ

ନୂଆଦିଲ୍ଲୀ : ଦେଶର ନଗଦବିହୀନ ଅର୍ଥନୀତିକୁ ବଳ ଯୋଗାଉଛି ୟୁପିଆଇ ନେଣଦେଣ । ଡିଜିଟାଲ ନେଣଦେଣକୁ ଅଧିକ ସହଜ କରିଛି । ବିଗତ ୪ ବର୍ଷ ମଧ୍ୟରେ ଭାଲ୍ୟୁ ହିସାବରେ ରିଟେଲ ଡିଜିଟାଲ ନେଣଦେଣରେ ୟୁପିଆଇର ଭାଗୀଦାରୀ ଦୁଇଗୁଣାରୁ ଅଧିକ ରହିଛି । ଅପରପକ୍ଷରେ ବ୍ୟାଙ୍କ୍, ଫିନ୍ଟେକ୍ କମ୍ପାନୀ ଓ…

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଆଜିଠୁ ୨ ଦିନ ଭାରତ ବନ୍ଦ

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ବ୍ୟାଙ୍କ ଘରୋଇକରଣ, ଇପିଏଫ୍ ସୁଧହାର ହ୍ରାସ, ଅହେତୁକ ଦରଦାମ୍ ବୃଦ୍ଧି ଆଦି ନିଷ୍ପତ୍ତିକୁ ବିରୋଧ କରି ଆଜିଠୁ ୨ ଦିନିଆ ବନ୍ଦ ଡାକରା ଦେଇଛି। ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ବନ୍ଦ ଡାକରା ଦିଅଯାଇଛି। ଆଜି…

ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର : ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି।…

୨୦୨୫ ସୁଦ୍ଧା ୨୨୦ ବିମାନ ବନ୍ଦର ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ – ସିନ୍ଧିଆ

ନୂଆଦିଲ୍ଲୀ : ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭାରେ କହିଛନ୍ତି ଯେ ୨୦୨୫ ସୁଦ୍ଧା ସରକାର ୨୨୦ ଟି ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ପାଇଲଟ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ…

୮୦ ପଇସା ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ : ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ମଙ୍ଗଳବାର ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କା ହୋଇଯାଇଛି । ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭…

ଆଜିଠୁ ବଢ଼ିବକି ପେଟ୍ରୋଲ-ଡିଜେଲ ଦର ? ଜାଣନ୍ତୁ କେତେହେବ

୫ ରାଜ୍ୟର ନିର୍ବାଚନ ପରେ ପୁଣି ବଢିବ ପେଟ୍ରୋଲ ଡିଜେଲ ଦର । ଏକାଥରକେ ୧୫ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଦର ବଢ଼ିପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଲେଣି। ଗତକାଲି ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସରିବା ପରେ ତେଲଦର ବଢିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ପ୍ରତି…

ସାଧାରଣ ବଜେଟ : କୃଷକଙ୍କ ପାଇଁ ବଡ଼ ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022-23ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ସରକାର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ସିଧାସଳଖ ଏଥର କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ଚଳିତବର୍ଷ ୧୬୩ ଲକ୍ଷ କୃଷକଙ୍କଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଓ…

ବଜେଟ ୨୦୨୨: ମୋବାଇଲ ଚାର୍ଜରରୁ କପଡ଼ା ହେଲା ଶସ୍ତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ । ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା । ବଜେଟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ…